by Debabrata Mishra ✓ · 30 May 2021
ହେ ପ୍ରଜାବତ୍ସଳ ସୁପୁତ୍ର ସୁଶାନ୍ତ ମାନବ ପ୍ରଭୁ ତୁମେ ପ୍ରକୃତିର ଶ୍ରେଷ୍ଠ ସଜୀବ ଆଜ୍ଞାକାରୀ ତୁମେ ତପସ୍ୱୀ ହେ ରାଜୀବ ତୁମ ବିନା ଏହି ଭୂମି ନିଶ୍ଚଳ ଅସାର ତୁମ ପୟରେ ପରା ସାରା ସଂସାର
Loading comments…
Loading comments…