by mir mustakim alli ✓ · 7 Jan 2022
ତୋତେ ଗୁନ୍ଥିଦେଲେ ଚକଟା ବାଲି ସିମେଣ୍ଟରେ ମୁଁ ଘାଣ୍ଟି ହେଉଛି ତୋ ପାଇଁ କାଦୁଅରେ । ଆହୁରି ଆହୁରି ଢେର୍ କରିବି ତୋ ପାଇଁ ମୁଁ ମରିବି ତୁ ଆଉ କାହା ପାଇଁ ମରିବୁ । ହେଲେ ମୋର ଦୁଃଖ ନାହିଁ ତୁ ମନ ପକାଇବୁ ଏତିକି ମୁଁ ତୋର କିଏ ?
Loading comments…
Loading comments…