by BISWESWAR MAJHI ✓ · 11 May 2021
ବିଶାଳ ହସ୍ତୀକୁ ବାନ୍ଧେ ସାମାନ୍ୟ ଶିକୁଳି ଛିଡାଇ ପାରନ୍ତା ପରା ପାରେ ନାହିଁ କଳି । ବାର୍ଦ୍ଧକ୍ୟର ଯାତନାରେ ସଂସାର ଶିକୁଳି ପୁତ୍ର ପୌତ୍ର ପତ୍ନୀ ମୋହ ରଖେ ସେ ଶଙ୍ଖୋଳି
Loading comments…
Loading comments…