by Anita Dash ✓ · 7 Oct 2020
ସ୍ବାର୍ଥୀ ସଭ୍ୟତାର ଭବ୍ୟତା ପାଇଁକି ମୂଲ ଦେଇଅଛୁ କେତେ, ଭିଟାମାଟି ମୋହ ତୁଟାଇ ଆସିବା ଆହା କି ଦାରୁଣ ସତେ ! [୪] ପରିଚିତି ମୋହ, ପରିଚୟ ପତ୍ର ଅସୂୟାରେ ଫିଙ୍ଗି ଦେଇ , ଅଜଣା ମୁଲକେ ପ୍ରତୟ ଖୋଜୁଛୁ ପରତେ ଯିବ କେ କାହିଁ ? [୫]
Loading comments…
Comments
Loading comments…