by Bidyutprabha Gantayat ✓ · 11 Jul 2018
ବର୍ଷାପରି ଅବିକଳ ତୁମ ସ୍ଵରର ସାଂଦ୍ରତା ତୁମ ଆଲିଙ୍ଗନର ନିବିଡ଼ତା ସେଭଳି ଉଷ୍ମତା ଯୋଗାଏନି , ନାଗଫେଣୀର କଣ୍ଟକିତ ଶାଖା ଛାତିଭେଦି ଆରପାର ହୁଏ
Loading comments…
Loading comments…