by Bijay Prusty ✓ · 6 Sept 2021
କାକର ଶେଯରେ ରାତି ଶୋଇପଡେ ସପନ ଶେଯରେ ଆଖି ଯାତନା ନଈରେ ପ୍ରେମ ଜଳୁଥାଏ ଶ୍ମଶାନକୁ ରଖି ସାକ୍ଷୀ I ବହଳ ଅନ୍ଧାରେ ପେଚାର କୁହାଟ ଶୁଭୁଥାଏ କାହିଁ ଦୂରେ ଶରତର ଛୁଆଁ ଉଚ୍ଚାଟ କରଇ ଦେହେ ଶୀହରଣ ଭରେ I
Loading comments…
Loading comments…