by Bidulata Sahoo ✓ · 20 Jul 2021
ସଫା ଆକାଶରେ ରାତିର ଜହ୍ନଟା ଭାରି ତୋଫା ଏବେ ଦିଶିଲାଣି, ନଈ,ପୋଖରିରେ କୁମୁଦ,କମଳ କିରିକିରି ହୋଇ ହସିଲେଣି ଅପରାଜିତା ଓ ଟଗର, ତରାଟ ବାଡିରେ ବାଡିରେ ଫୁଟିଲାଣି, ଗଙ୍ଗଶିଉଳିର ଭୁରୁଭୁରୁ ଗଂଧ ସଂଜ ହେଲେ ଭାସିଆସିଲାଣି,
Loading comments…
Loading comments…