by Yudhisthira Lenka ✓ · 1 Sept 2020
କାଶତଣ୍ଡୀ ଧୀର ଗଳାରେ କହଇ ମୋପାଇଁ ଦିଶୁ ସୁନ୍ଦର । ବୃଦ୍ଧ ନଥିଲେ କି ତରୁଣ ସୁନ୍ଦର ହୋଇଥାନ୍ତା ଏ ଧରାର ।। ବିଲହୁଡା ପଠା ଗୋଚର ଆଦିରେ ଜନ୍ମେ ମୁହିଁ ଧରଣୀରେ । ମୋର ଶୋଭାରାଜି ବିସ୍ମୃତ କରଇ କବିଜନଙ୍କୁ ମହୀରେ ।।
Loading comments…
Comments
Loading comments…