by Madhabi Patel ✓ · 3 Oct 2018
ଶିମୁଳୀର ତୁଳା ସମ ଧବଳ କୋମଳ। ଶରତର ଆଗମନୀ ଗାଏ ସଂଗୀତରେ। ସୁରଭିତ ହେଉଥାଏ କିଆ କେତକୀରେ। ଶୁଭ୍ରତାର ସ୍ବଚ୍ଛତାର ହୋଇ ବାର୍ତା ବହ।
Loading comments…
Loading comments…