by Chittaranjan Nanda ✓ · 6 Nov 2021
ଦୃଷ୍ଟିଶକ୍ତି ଅଛି ଗଢିଛି ପ୍ରକୃତି ଏଇ ମଣିଷର କେତେ ଯତନରେ ଅମୂଲ୍ୟ ଏହି ନୟନ ଦୁଇଟି କେବେ ଢଳ ଢଳ କେବେ ଛଳଛଳ ହୁଏରେ
Loading comments…
Loading comments…