by Prasanna Kumar Das ✓ · 8 Dec 2020
ଦୂଷିତ ଅଂଗାର-କାମ୍ଳ ବାୟୁ ଶୋଷି, ଅମ୍ଳଜାନ ପ୍ରାଣୀ ଜଗତେ ଦେଇ। ପଲ୍ଲବିତ କାଳୁ ପତ୍ରଝଡ଼ା ଯାଏଁ, ବଞ୍ଚିଥିଲି ସଂସାର ସେବା ପାଇଁ।
Loading comments…
Loading comments…