by ଦୀପଙ୍କର ଦାସ ✓ · 26 Nov 2021
ଅଯୋଧ୍ୟା ସହର ଆଲୁଅ ଆଲୁଅ ଆଜି ଦୀପାବଳୀ ମାନୁଛି ମର୍ଯ୍ୟାଦା ପୁରୁଷ ବନବାସ ସାରି ଘର ଅଭିମୁଖେ ଫେରୁଛି ଗୋପର ଚିରାଗ ଛଡାଇ ନେଇଛି ଗୋପ ହୀନିମାନେ ମରୁଛି
Loading comments…
Loading comments…