by Debadatta Jena ✓ · 7 Mar 2021
ତା' ବିନା ମନଟା ସାଧା କାଗଜଟେ ରଙ୍ଗ ହୀନ ଶୂନ୍ୟ ଯେଣୁ, ତା' ରୂପ ବର୍ଣ୍ଣାଳି ଫେରିନି ସେ ଦିନୁ ବର୍ଣ୍ଣ ହୀନ ରଙ୍ଗ ତେଣୁ, ଶୂନ୍ୟ ମୋ ଆକାଶ ଇନ୍ଦୁ
Loading comments…
Comments
Loading comments…