by ଅଶୋକ କୁମାର ମହାନ୍ତ l ✓ · 27 Feb 2021
ସୂକ୍ଷ୍ମ ଧାର ଦେଖି ରୋଧିଲା ପାଷାଣ ବର୍ତ୍ତିଲା ସେ ମୋତେ ଆରେ ତୁ ନିର୍ଲଜ ଲୋକ ହସାହେବୁ ତୁହି ଏ ଜଗତେ ଲଂଘି ପାରିବୁନି ମୋର ଏ ଗରତେ ପ୍ରତ୍ୟୁତ୍ତର ଦେଲି ଭାବନା ରେ କିଛି ଝରି ପଡୁଛି ଏ ଶୂନ୍ୟ ରୁ ସବୁକିଛି
Loading comments…
Loading comments…