by Shashanka sekhar Ray ✓ · 20 May 2019
ଚିପୁଡି ଦେଇଛି କେତେ କେତେ ବୟସ ବସନ୍ତ ମନେ ମନେ ଭାରି ଗର୍ବ କରିଛି ବଳିଷ୍ଠ ବାହୁବଳୀ ପାଇଁ ହନୁମାନ ସାଜି ଉଡିବୁଲିଛି ସାତ ସମୁଦ୍ର ତୋଳିଆଣିଛି କେତେ କେତେ ବିଶାଳ ପାହାଡ ଆଜି କାହିଁ କିଏ କଳା ହରଣ କଲା ପରି
Loading comments…
Loading comments…