by କାନ୍ତିପ୍ରକାଶ ବ୍ରହ୍ମା ✓ · 6 Feb 2019
ଆସିଥିଲି ଦିନେ ଧରାବୁକେ ଏକାକୀ ଫେରିଯିବି ପୁଣି ସମୟ ଦେଲେ ଡାକି ଆଜି ମଣେ ଯାହାକୁ ଅସହ୍ୟ ଶୁନ୍ୟତା ଜୀବନ ଅଭିନ୍ନ ଅଂଶ ନୁହେଁ ତାହାକି !
Loading comments…
Loading comments…