by SIPRA NAMTA ✓ · 5 Oct 2018
ବାଲିଶେଯେ ଅସଂଖ୍ୟ ମୁକ୍ତା ହୀନ ଶାମୁକା, ଅଶାନ୍ତ ଲହରୀ ସାଥେ ସମୁଦ୍ର ର କୂଳ ,, ଚତୁର୍ଦ୍ଦିଗେ ଅସହାୟତା ର କରୁଣତା, ତା'ସାଥେ ଶୂନ୍ୟତା ର ଆକୁଳ..
Loading comments…
Loading comments…