by Kali Kumar ✓ · 21 Aug 2019
ଆକାଶର ସେହି କଳା ପ୍ରସ୍ତର ଛାତିରେ ଅସଂଖ୍ୟ ତାରା ଗୋଟି ଯେବେ ଫୁଟେ ନିସ୍ତେଜ ପାଷାଣ ଦେହରେ ଅତି ନିର୍ମମେ ହାତୁଡ଼ି ନିହାଣ କେହି ଜଣେ ଲାଗେ, ପିଟେ ।
Loading comments…
Loading comments…