by Binay Mohapatra ✓ · 14 Aug 2017
ଅନ୍ତସଲିଳା ସେ ଫଲ୍ଗୁ ଧାରାତୁମର ନିଜସ୍ୱ ଅମୃତ,ପାରିବ ତ, ଆକଣ୍ଠ ପାନ କର,ମୃତ୍ୟୁ, ଅମୃତ୍ୟୁ ର ପରିଧି କୁ,ଲଙ୍ଘିବାର ସାମର୍ଥ୍ୟ ତୁମର ।ସେହି ଶୂନ୍ୟତା ରେ ନିଜକୁ ଖୋଜ,ନିଜ କୁ ପାଇଲେ ସବୁ କିଛି ପାଇ ଯିବ ।
Loading comments…
Comments
Loading comments…