by KRUTIBAS NAYAK ✓ · 8 Oct 2020
ଏକାନ୍ତରେ ଥିଲେ ବେଶି କାମହୁଏ ପ୍ରିୟ ହୋଇଥିଲେ ଘର, ଏକୁଟିଆ ପଣ ଆସିଥାଏ ସିନା କିଛି କାମନାହିଁ ଯା'ର | କାମ ପଡ଼ିଥାଏ ବର୍ଷବର୍ଷ ଧରି ତାକୁ ଏବେ କରିନେବା, ଏକାନ୍ତ ସୁଯୋଗ ମିଳେନା ସଭିଙ୍କୁ ବାକିକାମ ସାରିଦେବା |
Loading comments…
Loading comments…