by KRUTIBAS NAYAK ✓ · 8 Oct 2020
ନିଜ ହୃଦୟକୁ ନିଜର ମନକୁ ଦେଇପାରେନା ଯେ ଶାନ୍ତି, ସେଭଳି ଲୋକକୁ ମିଳେନାହିଁ ଶାନ୍ତି ଖୋଜିହେଲେ ଦିନ-ରାତି | ନିଜକୁ ନିଜେ ହିଁ ଭଲ ପାଉଥିବା କାରଣ ଆମେ ଅନନ୍ୟ, କିଏ ସେ ଆମକୁ କଅଣ କହୁଛି ସେକଥା ଅତି ନଗଣ୍ୟ |
Loading comments…
Loading comments…