by KRUTIBAS NAYAK ✓ · 9 Oct 2020
ଜୀବନ କହିଲା-ଦୁଃଖ କରନାହିଁ ମୃତ୍ୟୁଭାଇ ଟିକେ ଶୁଣ, ତୁମେ ଧ୍ରୁବସତ୍ୟ ମୁହିଁ ମିଥ୍ୟା-ସୁଖ ଦୁହିଁଙ୍କ ଓଲଟା ଗୁଣ | ଆଜିର ମଣିଷ ସତ୍ୟପ୍ରିୟ ନୁହେଁ ମିଥ୍ୟା ସୁଖ ସଦା ଚାହେଁ, ତାଙ୍କ ମନ ଜାଣି ଅଳିକ ସୁଖକୁ ନୀତି ମୁହିଁ ଦେଉଥାଏ |
Loading comments…
Comments
Loading comments…