by KRUTIBAS NAYAK ✓ · 6 Oct 2020
ଆଉ କିଏ ଭଲ କରୁ ବା ନକରୁ ଅପରାଧୀ ହେଲେ ହେଉ, ମୋର ମନ ସଦା ମାନବ ସେବାରେ ବ୍ରତୀହେଇ ରହିଥାଉ | କିଏ ଧନୀ ମାନି ଜ୍ଞାନୀ ହୋଇଲେ ବି ଲାଗେ ତ ସଭିଙ୍କୁ ଭୋକ, ଦୁଃଖୀ ଅନାଥର ତୁଣ୍ଡରେ ମୁଠାଏ ଦେଇ ହରାଇବି ଦୁଃଖ |
Loading comments…
Loading comments…