by KRUTIBAS NAYAK ✓ · 6 Oct 2020
କଳାକାର ଯେ ଧନଠାରୁ ସେ ତାଳିକୁ ଭଲପାଏ, କବି-ଲେଖକ ଲେଖା ପଢିଲେ ଲେଖକ ଧନ୍ୟ ହୁଏ | ମାଟି ମା' କହେ-ପୂଜା ଖୋଜେନା ସ୍ଵଚ୍ଛ ସୁନ୍ଦର ଚାହେଁ, ଖାଇବା ଠାରୁ ଗେଲ ଟିକିଏ ବଢିଆ-ଶିଶୁ କହେ |
Loading comments…
Loading comments…