by KRUTIBAS NAYAK ✓ · 6 Oct 2020
ଜନତା ଟିକସ ଜନତା ବଳରେ ସେହିମାନେ ବଳୀୟାନ, ଜନତା ମାତିଲେ ସଚେତନ ହେଲେ ଘଡ଼କେ ହୋଇବେ ଶୂନ୍ୟ | ନରମ ଦେଖିଲେ ବିଲେଇ ଯେମିତି କାମୁଡ଼େ ଲୁହା ପଥର, କିଛି କର୍ମଚାରୀ ଭାବନ୍ତି ଭ୍ରମରେ ସିଏ ଜନତା ଈଶ୍ଵର |
Loading comments…
Loading comments…