by KRUTIBAS NAYAK ✓ · 6 Oct 2020
ମୋର ପ୍ରଶଂସକ ଯେତେ ନିଜଲୋକ କରନ୍ତିନି ପ୍ରତିବାଦ , ତୁମେ ଏକା ମୋର ଅତି ପ୍ରିୟବନ୍ଧୁ ଦେଉଛି ମୁଁ ଧନ୍ୟବାଦ | ଯେଉଁମାନେ ତୁମ ନିନ୍ଦାଗାନ କରି କୁହନ୍ତି ମୋ ପାଶେ ଆସି, ଅସଲ ବେଳକୁ ଯାଆନ୍ତି କୁଆଡ଼େ ବିପଦେ ହୁଅନ୍ତି ଖୁସି |
Loading comments…
Loading comments…