by KRUTIBAS NAYAK ✓ · 6 Oct 2020
ଅର୍ଥ ଉପାର୍ଜନେ ମୋ ସହ ସମାନ ତୁଚ୍ଛା ଅହଂକାର ମୋର, ଶିକ୍ଷା ନ ପାଇ ବି ଠିକାଦାର ଘରେ ଖଟାଏ କେତେ ଚାକର | ପଚାଶ ବର୍ଷରେ ଭାବୁଛି ମଣିଷ କିହେବ ସୁନ୍ଦର ରୂପ ? ଲୁଚାକୁଚ ଚମ ପାଚିଲା ଦାଢିରେ ଥାଉ ସେ ବୟସ ଛାପ
Loading comments…
Loading comments…