by KRUTIBAS NAYAK ✓ · 6 Oct 2020
ଲାଞ୍ଚ ପାଉଥିଲେ କରିବ କାମ, ଧରା ପଡ଼ିଗଲେ କରମ ବାମ | ସେବାଠାରୁ ନେବା କରେ ଯେ ଚିନ୍ତା, ଭାବେ ସେ ଦେଶର ଭାଗ୍ୟ ବିଧାତା | ଅଫିସର ବୋଲି କହିଲେ ତାକୁ, ପାପ ଲାଗିଯିବ ଆମ ଦେଶକୁ | ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ |
Loading comments…
Loading comments…