by KRUTIBAS NAYAK ✓ · 8 Oct 2020
ଟିଭି କିବା ବହି ଖବରକାଗଜ ଦେଖିବାକୁ ବେଳନାହିଁ, ଦିନରାତି ଏବେ ଆଙ୍ଗୁଳି ହଲେଇ ବସୁଛି ତା' ମୁହଁ ଚାହିଁ | ନାତି ଆସି କହେ ମୋବାଇଲି ଦିଅ ପଢ଼ିବି ପାଠ ସେଥିରେ, ଅନଲାଇନରେ ସ୍କୁଲ ଚାଲିବ ତମରି ମୋବାଇଲିରେ |
Loading comments…
Comments
Loading comments…