by KRUTIBAS NAYAK ✓ · 9 Oct 2020
ଆମରି ପଛରେ କହୁଥିବେ ଲୋକେ ତିନୋଟି କାରଣ ପାଇଁ, ଆମପରି ସିଏ ଉଚ୍ଚ ସୋପାନରେ ପହଞ୍ଚି ପାରିଲେ ନାହିଁ | ଆମଠାରୁ କିଛି ଆଶାରଖି ପୁଣି ପାରିନାହିଁ କିଏ ନେଇ , ତୃତୀୟ ଲୋକଟି ଭୟାଳୁ ନିଶ୍ଚୟ ପାରେନା ମୁହଁରେ କହି |
Loading comments…
Comments
Loading comments…