by KRUTIBAS NAYAK ✓ · 15 Oct 2020
ଜୀବନ ସାମାନ୍ୟ ବିନ୍ଦୁଟିଏ ମାତ୍ର ପୃଥିବୀକୁ ଟେକିପାରେ, ଅଦୃଶ୍ୟ ମନଟି ରହିଛି ଭିତରେ କୋଟି ହୃଦୟକୁ ଧରେ | ଦୟାଳୁ ହୋଇବା ସରଳ ହୋଇବା କ୍ଷମାଦାତା ହେବା ଭଲ, ଏହାର ସୁଯୋଗ ନେବାକୁ ଦେବାନି ଭଲକୁ କରେ ଯେ ଭେଲ |
Loading comments…
Comments
Loading comments…