by KRUTIBAS NAYAK ✓ · 6 Oct 2020
ଚାଲିବା ବାଟ ନ ଦେଇ କଷ୍ଟ ଯାଉଥିଲେ କେ ଆଉ, ଅନୁମନସ୍କ ହୋଇବା ନାହିଁ ଆଗେ ଗଲେ କେ ଯାଉ | ଖାଇବା ସିନା ନିଜ ରୁଚିରେ ହାଲୁକା ରଖି ପେଟ, ଶୋଇବା ଶୀଘ୍ର ଉଠିବା ଶୀଘ୍ର କରିବା ନାହିଁ ମଠ |
Loading comments…
Loading comments…