by KRUTIBAS NAYAK ✓ · 6 Oct 2020
ଭଲକଥା ପଦେ ଚନ୍ଦନ ପରାଏ ଶୀତଳ କରିବ ପ୍ରାଣ, ଭଲ ମଣିଷକୁ ଭେଟିଲେ ସକାଳୁ ପ୍ରଫୁଲ୍ଲିତ ହୁଏ ମନ | ଭଲରେ ଶୁଣିଲେ ସବୁଦିନ ପାଇଁ କଥା ରହିଯାଏ ମନେ, ଭଲରେ କହିଲେ ଦୋଷ-ଗୁଣ କଥା କହିଦିଏ ଦୋଷୀ ଜଣେ
Loading comments…
Comments
Loading comments…