by Kalyani Nanda ✓ · 22 Sept 2020
ଛିଣ୍ଡା ସାର୍ଟରେ ଝାଳ ପୋଛି ପୋଛି, ଛୋଟିଆ କାନ୍ଧରେ ପରିବାରର ବୋଝ ବୋହି, ଅଳିଆଗଦାରେ ଜୀବନ ଜୀଇଁବାର ସୂତ୍ର ଖୋଜି, ବଞ୍ଚିବା ଶିଖି ଯାଇ ଜରି ଗୋଟାଳି ଘରକୁ ଫେରେ
Loading comments…
Loading comments…