by Sudruma Panda ✓ · 19 May 2021
ପଣତ ର ସୁଶୀତଳ ଛାଇ ଦେଇ, ଝଡ,ଝଞା ଠାରୁ ରଖିଛି ବଞ୍ଚାଇ, ହାତ ଧରି ମୋତେ ଶିଖେଇଛି ଚାଲି, ଚନ୍ଦନ କରିଛି ମୋ ଦେହ ର ଧୂଳି, ଦୁଃଖେ,ସୁଖେ ହୋଇ ଠିଆ ଟି, ସେଇ ପରା ମୋର ମାଁ ଟି ।। ୩
Loading comments…
Comments
Loading comments…