by Shiba Charan Mahapatra ✓ · 18 Jul 2020
ଝରିବନି ଲୁହ ସଞ୍ଜ ସଳୀତାରେ ମନେ ରଖି ଅବଶୋଷ ମଳିନ ଶୀଖାରେ ହୃଦ ଜଳିଯିବ ସାଜି ତପ୍ତ ନିଆଁ ଝାସ..!! କେବେ କେଉଁଦିନ କଳ୍ପିତ ରାଇଜେ ଅବା ସ୍ୱପ୍ନେ ହେବି ଦୃଶ୍ୟ ନିର୍ଜନ ପ୍ରହରେ ଉଜାଗର କରି ସିକ୍ତ ସ୍ମୃତି ଅବଶେଷ..!!
Loading comments…
Loading comments…