by Bunee Tripathy ✓ · 18 Jan 2022
ଓମିକ୍ରନ ଭାରିଅଣ୍ଟ ନାମ ଵହିଛ ପକ୍ଷ ମେଲାଇ ଆସୁଛ ସାତ ସମୁଦ୍ର ତେରନଈ ପାରିକରି ଗ୍ରାସ କରି ତ ବସିଛ। ଡରିବୁନି ଓମିକ୍ରନ ରୂପ ଦେଖି ତୋର ହେଉ ତୋର ଉଗ୍ରରୂପ ଆମେ ବି ହେବୁ ସର୍ତକ ଡରିବୁନି ଆଉ ହାରିବୁ ଦେଖି ଆମ କୋପ।
Loading comments…
Comments
Loading comments…