by Chinmaya Kumar Nayak ✓ · 7 Jan 2022
ଦିନ ଯେବେ ଘୁଙ୍ଗୁଡ଼ି ମାରେ ଦ୍ୱିପ୍ରହରଟାରେ ଦିବାସ୍ୱପ୍ନର ଛାଇ ଦିଶେ ଖୋଲା ପଲକରେ ରାତି ଯେବେ ଚେଇଁ ଉଠେ ତୃତୀୟ ପ୍ରହରେ ମୁଁ ନିଜେ ନିଜକୁ ଅଣ୍ଡାଳେ ଅଚେତ ଅନ୍ଧାରେ ତଥାପି ଅଙ୍କ କଷା ସରେ ନାହିଁ ସକାଳରୁ ସଞ୍ଜ ହେବା ଯାଏଁ
Loading comments…
Loading comments…