by Ajit Kumar Raut ✓ · 9 Apr 2021
ଚାହୁଁ ନାହିଁ ମୁହିଁ କିଛି ଜୀବନେ ମୋହର ରତ୍ନ ସିଂହାସନ ନାହିଁ ପ୍ରଯୋଜନ ମୋର, ଜୀବନ ଅର୍ପଣ ଅଛି ତୋ ଚରଣେ ମୋର ଧର୍ମପଥ ସତ୍ୟପଥ ମିଳୁ ନିରନ୍ତର
Loading comments…
Loading comments…