by Niranjan Sahu ✓ · 7 Oct 2020
ବାହୁ ବଳ ନେଇ ଗରବ କରନି ଶରୀର ଦୁର୍ବଳ ହୋଇବ ବଳ ଚାଲିଯିବ ହାଡ଼ ରହିଯିବ ନିର୍ଜୀବ ଜୀବନ ଲଭିବ.... ଧନ ବଳ ନେଇ ଗରବ କରନି ସବୁ ଧନ ଏଠି ରହିବ ଜୁଇରେ ଶୋଇବ ଅଗ୍ନିରେ ପୋଡିବ ପାଉଁଶ ମୁଠାଏ ହୋଇବ.....
Loading comments…
Comments
Loading comments…