by Biswanath Nayak ✓ · 30 Jun 2019
ମଣିଷ ର ଉପାଧି ଓ ଅହଂକାର ଭାରେ, ମଥା ଟେକି ପାରେନି ସେ ଚିରନ୍ତନ ଗ୍ୟାନ।। ବିଦ୍ୟା ନାମରେ ଅବିଦ୍ୟା, ଗ୍ୟାନକୁ ଭସାଇ ନିଏ ଅହଂକାର ନଈର ସୁଅରେ। ମଣିଷ କୁ ନେଇଯାଏ ଆଲୋକରୁ ଅନ୍ଧାର ଆଡକୁ।
Loading comments…
Loading comments…