by Debadatta Jena ✓ · 6 Mar 2021
ସ୍ମୃତି ଆଇନାରେ ତୁ ଅବଶ୍ୟମ୍ଭାବୀ ବୋଲି ଭାବି ନେଲେ ଥରେ,,, ମୋ ସୀମିତ ଆକାଂକ୍ଷା ଅସୀମିତ ପ୍ରଶ୍ନ ସମାଧାନର ସୂତ୍ର ପାଇ ଯିବି, ମୁଁ ଅସମାହିତ, ତୁ ସମାହିତ ହେଲେ, ଜୀଇଁବା ରାସ୍ତା ମୁଁ ବାଛି ନେବି
Loading comments…
Loading comments…