by Trushna Das ✓ · 23 Dec 2020
ହେ ପାହାଡ଼ ତୁମେ ନିଜ ଲକ୍ଷ୍ୟରେ ସ୍ଥିର ସବୁ ପରିସ୍ଥିତିରେ ଥାଅ ତୁମେ ନିଜ ଲକ୍ଷ୍ୟରେ ଅଟଳ ଏହା ଦେଇଥାଅ ଶିକ୍ଷା ସମଗ୍ର ଜୀବ ଜଗତକୁ ଯେ ସବୁ ପରିସ୍ଥିତିରେ ନିଜ ଲକ୍ଷ୍ୟରେ ସ୍ଥିର ରହିବା ଉଚିତ଼।।
Loading comments…
Comments
Loading comments…