by Sabita Nayak ✓ · 10 Jul 2021
ମୁଁ ହଜିଯାଏ କାହିଁ ତୁମକୁ ଦେଖି ପାରେନା ରୋକି ମୁଁ ଖୋଜୁଥାଏ ମୋର ଅସ୍ତିତ୍ତ୍ୱ ହସୁଥାଅ ତୁମେ ଅମ୍ବରେ ରହି ନିରବରେ କୁହ ସତେକି ମୋତେ ମୁଁ ପରା ତୁମର ତୁମେ ତ ମୋହର
Loading comments…
Comments
Loading comments…