by Pustam Juadi · 31 Jan 2021
କିଛି କ୍ଷଣ ଥୟ ଧର କର ମିଳନର ପାର୍ବଣ ଋତୁରେ ପହଞ୍ଚିବା, ଲୋଭ,ଈର୍ଷାର ଦାମ୍ଭିକତା ଖତମ୍ ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ମୁଁ ବି ତୁମର ନୁହଁ ତୁମେ ବି, ଛାଇ ଆଉ ଧରାଦେବନି କାହାକୁ ସମାନ ସବୁ ସମାନ ନିରବତା ଖାଲି ନିରବତା ବାଜୁଥିବ ଯାହା
Loading comments…
Comments
Loading comments…