by pabitra Kumar nayak ✓ · 15 Aug 2018
ତମେ କୃଷ୍ଣଚୂଡା ଦେହେ ରଙ୍ଗର ପସରା ମୁଁ ଫିକା ଫଗୁଣର ଶଶୀ ତମେ ଶୀତ ସକାଳର ନିଶବ୍ଦ ପ୍ରହର ମୁଁ ଅଝଟ ପ୍ରହର ନିଶି
Loading comments…
Loading comments…