by SOUBHAGYABATI GIRI ✓ · 23 Nov 2020
ସମ୍ପର୍କ କେତେବେଳେ ରକ୍ତର, କେବେ ପ୍ରେମର, ଅବା କେବେ ଭାବର ଓ ଭକ୍ତିର। କୁଆଁକୁଆଁ ଶବ୍ଦରୁ ଆରମ୍ଭ ହୁଏ ସମ୍ପର୍କ, ସରେ ମଶାଣି ଜୁଇରେ। ଆଉ କିଛି ସମ୍ପର୍କ ତ ମଶାଣି ଜୁଇରେ ବି ସରେନି, ଗୋଡେଇ ଯାଏ ସାତଜନ୍ମ ଯାଏ। ଜନ୍ମ ହେଉହେଉ ରକ୍ତର
Loading comments…
Loading comments…