by Chinmaya Kumar Nayak ✓ · 24 May 2020
କାନ କେବେ ଶୁଣିନାହିଁ ସମାଜର ଆଙ୍ଗୁଳି ଉଠା ପ୍ରଶ୍ନକୁ ସବୁ ଭୁଲି ତାକୁ ଆପଣେଇ ନେବାର ନିଶା ଆଜି ଘାରିଛି। ନିଶବ୍ଦରେ ବି ଭାବ ବିନିମୟ ଅନ୍ୟାୟାସେ ଚାଲିଛି ସମ୍ପର୍କ ପ୍ରାଚୀର ଆଗେ ସବୁ ବାଧାବିଘ୍ନ ହାର ମାନିଛି।
Loading comments…
Loading comments…