by Sunanda Mohanty ✓ · 13 Dec 2019
ଅତୀତ ଆସିବ ମାନସପଟରେ. ହଳଦୀବସନ୍ତ ଗାଉଛି ଗୀତଟେ ସ୍ୱର ଲୟ ତାଳେ ମୂର୍ଚ୍ଛନା ଭରି, ଡାକ ତା ମତେ ଶୁଭେ ଯେବେ କାନରେ, ମୁଁ ଭାବେ ତମେ ପଚାରୁଛ ମତେ ତମେ କିଏ ବୋଲି ପୁଣି ଥରେ ॥
Loading comments…
Loading comments…