by Manaswini Dash ✓ · 21 Jun 2021
ସମସ୍ତ ସମ୍ପର୍କ ଆଜି ସ୍ୱାର୍ଥରୁ ଉତ୍ପନ୍ନ ନାହିଁ ସେଠି ସମର୍ପଣ, ନାହିଁ ସେଠି ପ୍ରତିଜ୍ଞା କେବଳ କିଛି ପାଇବା ଆଶାରେ କିଛି ହରାଇବାର ଔପଚାରିକତା ସେତକ ବି ଫିକା ଆଜି ଆତଙ୍କର ଆଇନାରେ
Loading comments…
Comments
Loading comments…